Back

ଅଗାଡ଼ି


  1. Agāṟḍ̠i  (ଦେ.ବି.) - ଭିତରେ ଚାଉଳ ବା ଶସ୍ୟ ନ ଥିବା ଧାନ; କେବଳ ଚୋପା ଥିବା ଫମ୍ପା ଧାନ Blighted corn; chaff without grain.

  2. (ଲକ୍ଷଣାର୍ଥ) - ଅଯୋଗ୍ୟ ବ୍ୟକ୍ତି; ଅଧମ ବ୍ୟକ୍ତି  A worthless person.