Back

ଅଂଶକ


  1.  Aṁṡaka (ସଂ.ବି.)  (ଅଂଶିକା—ସ୍ତ୍ରୀ) ଜ୍ଞାତି; କୁଟୁମ୍ବ Kinsman.

  2. ଦାୟାଦ A co-sharer of an inheritance. 

  3. ଦିବସ; ଦିନ Day. 

  4. ଭାଗଦାର; ହିଁସାଦାର Co-parcener; partner; co-sharer. 

  5. (ଅଂଶ+ସ୍ୱାର୍ଥେକ)—(ଜ୍ୟୋତିଷ) ରାଶିଚକ୍ରର ତିରିଶ ଭାଗରୁ ଏକ ଭାଗ 1/30 of the Zodiac.

  6. (ସଂ. ବିଣ) ଅଂଶଗ୍ରାହୀ; ଯେ ଭାଗ ନିଏ। Sharing; taking a share. 

  7. ଭାଗ ପାଇବାର ଅଧିକାରୀ Entitled to a share. ଦେ. ବି. (ଅଂଶ + ଓଡ଼ିଆ ଏକସଂଖ୍ୟାବାଚକ ପ୍ରତ୍ୟୟ କ)— ଏକ ଅଂଶ ବା ଭାଗ ମାତ୍ର One share only.