Back

ଅଗାଡ଼ି ଉଡ଼ାଇବା


  1. Agāṟḍ̠i uṟḍ̠āibā (ଦେ.କ୍ରି.) - ଅଗାଡ଼ିମିଶା ଧାନକୁ ପବନ ବହୁଥିବା ସ୍ଥାନରେ ଉଚ୍ଚରୁ ତଳକୁ ଛିଞ୍ଚି କିମ୍ବା କୁଲାରେ ପାଛୁଡ଼ି ତହିଁରୁ ଅଗାଡ଼ିକୁ ପୃଥକ୍ କରିବା  To cause the chaff to be separated from the paddy by the action of blowing wind or by winnowing.