Back

ଅଂଶକର


  1. Aṁṡakara (ଅଂଶକରୀ—ସ୍ତ୍ରୀ) ସଂ. ବିଣ. ପୁଂ. (ଅଂଶ+କୃ ଧାତୁ + କର୍ତ୍ତୃ ଅ) ଯେ ବଣ୍ଟନ କରେ; ଯେ ବାଣ୍ଟିଦିଏ। Apportioning.