Back

ଅଗାର


  1. Agāra (ସଂ.ବି.) - (ଯାହା ବୃକ୍ଷ ଅର୍ଥାତ୍ ବୃକ୍ଷଜାତ ପଦାର୍ଥମାନ ଯଥା -ଖୁଣ୍ଟ, ଉରା, ଶେଣୀ, ବାଉଁଶ, କବାଟ) ଧାରଣ କରେ ବା ଗ୍ରହଣ କରେ) ଆଗାର; ଗୃହ  House.

  2. ବାସସ୍ଥାନ Residence; abode. 

  3. ରାଶି; ସମୂହ Heap; mass.