Back

ଅଗିରା

Also : [ ଅଗିଲା ]  




  1. Agirā (ଦେ.ବି.) -  (ସଂ. ଅଗ୍ର) ବାଉଁଶର ଶାଖାଯୁକ୍ତ ଅଗ୍ରଭାଗ; ଅଗରା The top of a bamboo with its branches. 

  2. ବୃକ୍ଷଶାଖାର ଅଗ୍ରଭାଗ The top of a branch.

  3. (ସଂ.ଅଗ୍ନି) - ଅଇଘରା; ମାଘ ପୂର୍ଣ୍ଣିମା The fullmoon of the month of Māgha.