Back

ଅଗୁଆ


  1. Aguā  (ଦେ.ବି.) - (ଏହା ମୁଦି ଆଦିର ଆଗରେ ପିନ୍ଧା ଯାଉ ଥିବାରୁ)  ଧାତୁର ଛୋଟ ମୁଦି  A small metal ring. 

  2. (ପ୍ରାଦେ) -  ଅଗ୍ରଣୀ; ଆଗୁଆ; ଯେ ଦଳର ଆଗରେ ଥାଏ Leading a batch; first in a batch.

  3. ନେତା; ନାୟକ; ମୁଖିଆ Leader