Back

ଅଗୁରୁଆ


  1. Aguruā (ଦେ.ବିଣ.) - ଯେଉଁ ଲୋକର କେହି ଗୁରୁ ନାହିଁ; ଉପଦେଶକବିହୀନ, ଅଣଗୁରୁଆ Preceptorless; (a person) having no preceptor.

  2. ସହଜ (ବିଦ୍ୟା) ପ୍ରାଣୀ ଜନ୍ମତଃ ଯେଉଁ ବିଦ୍ୟା ଜାଣେ ଓ ଯାହା ଶିକ୍ଷା ଦେବା ପାଇଁ ଗୁରୁ ଲୋଡ଼ା ହୁଏ ନାହିଁ  (an art) Which is not acquired from a teacher but got by instinct; innate.

  3. ଯେଉଁ ବିଦ୍ୟା କୌଣସି ନିର୍ଦ୍ଦିଷ୍ଟ ଗୁରୁଙ୍କଠାରୁ ରୀତିମତେ ଶିକ୍ଷା କରାଯାଇ ନ ଥାଏ (an art) Which a person has not regularly learnt from any particular teacher