Back

ଅଗୋଚର


  1. Agochara (ସଂ.ବିଣ.) - ପରୋକ୍ଷ Not under one's eyes. 

  2. ଅପ୍ରତ୍ୟକ୍ଷ Unperceived.

  3. ଇନ୍ଦ୍ରିୟଦ୍ୱାରା ଯାହା ଅନୁଭୂତ ହୋଇ ନପାରେ Imperceptible.

  4. ଅଜ୍ଞେୟ Unknowable.

  5. ଅଜଣା; ଅଜ୍ଞାତ Unknown.

  6. ଅଦୃଷ୍ଟପୂର୍ବ Never seen before.

  7. ଅସାଧାରଣ  Extraordinary; uncommon; rare.