Back

ଅଗୌଣ


  1. Aga̲u̲ṇa (ସଂ.ବିଣ.) - ମୁଖ୍ୟ; ପ୍ରଧାନ Chief; primary.

  2. ବିଳମ୍ବରହିତ Prompt. 

  3. (ସଂ.ଅ.)ଅବିଳମ୍ବେ; ଶୀଘ୍ର; ହରିତ Without delay; promptly; quickly