Back

ଅଗ୍ନାୟୀ


  1. Agnāyī (ସଂ.ବି.) - ଅଗ୍ନିଦେବଙ୍କ ସ୍ତ୍ରୀ Wife of the Fire-God.




  • ଅଗ୍ନିଦେବଙ୍କର ଦୁଇ ସ୍ତ୍ରୀଙ୍କ ନାମ ସ୍ୱାହା ଓ ସ୍ୱଧା ଦେବୀ। .ପିତୃମାନଙ୍କୁ ଉଦ୍ଦେଶ କରି ପିଣ୍ଡ ଓ ଜଳତିଳାଦି ଦେଲାବେଳେ 'ସ୍ୱଧା' ଏବଂ ଦେବତାଙ୍କୁ ଆହୁତି ଦେଲାବେଳେ 'ସ୍ୱାହା' ଉଚ୍ଚାରିତ ହୁଏ।