Back

ଅଗ୍ନିକୁମାର


  1. Agnikumāra (ସଂ.ବି.) - କାର୍ତ୍ତିକେୟ The Deity Kārtikeya.

  2. ଜୈନମାନଙ୍କର ଭବନବାସୀ ଦେବଗଣବିଶେଷ Name of a class of Deities of the Jainas.

  3. ବୈଦ୍ୟ ଶାସ୍ତ୍ରୋକ୍ତ ଔଷଧବିଶେଷ A particular preparation of various drugs.