Back

ଅଗ୍ନିକ୍ରୀଡ଼ା


  1. Agnikrīṟḍ̠ā (ସଂ.ବି.) ଆତସବାଜୀ; ବାଣପୋଡ଼ା Fireworks; pyrotechnics.

  2. ଅଇଘରା, ଅଗ୍ନ୍ୟୁତ୍ସବ ବା ମାଘ ପୂର୍ଣ୍ଣିମା। (ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁରୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ)  The fullmoon of the month of Magha on the night of which villagers light a bonfire at one extremity of the village. 

  3. ଦୀପାବଳୀ ଅମାବାସ୍ୟା ଆଦି ଉପଲକ୍ଷରେ ଅନୁଷ୍ଠିତ ପ୍ରଦୀପ ଜଳାଇବା ଉତ୍ସବ Ceremonial illumination; The ceremony of lighting lamps on the new moon night of Kārtika or Mārgaṡīra.