Back

ଅଗ୍ନିଗର୍ଭ


  1. Agnigarbha  (ସଂ.ବି.)  - ନିଆଁର ଭିତର The interior of a fire

  2. (ସଂ.ବିଣ.) - ଅନ୍ତରାଗ୍ନିବିଶିଷ୍ଟ; ଯାହାର ଅଭ୍ୟନ୍ତରରେ ଅଗ୍ନି ଅଛି  Pregnant with fire; containing fire inside it. 

  3. (ସଂ.ବି.) - ଚକମକି ପଥର Flint stone.

  4. ସୂର୍ଯ୍ୟକାନ୍ତ ମଣି Sunstone.

  5. ଜୁଳୁଜୁଳିଆ ପୋକ Fire fly

  6. ବାଡ଼ବାଗ୍ନି ସମ୍ଭୂତ ଫେଣବତ୍ ବସ୍ତୁବିଶେଷ Name of a frothy substance on the sea engendered by the submarine fire.

  7. (ବିଜ୍ଞାନପରିଭାଷା) ଉଚ୍ଚପୃଷ୍ଠ ଗୋଲାକାର କାଚ; ଯାହାକୁ ସୂର୍ଯ୍ୟ କିରଣରେ ଧଇଲେ ତଳେ ନିଆଁ ପଡ଼େ; ସ୍ଥୂଳମଧ୍ୟଦୃଷ୍ଟି କାଚ A convex lens.

  8. ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.




  • ଅଗ୍ନିଗର୍ଭା (ସ୍ତ୍ରୀ)