Back

ଅଗ୍ନିଗର୍ଭା


  1. Agnigarbhā (ସଂ.ବିଣ.) - ଅଗ୍ନିଗର୍ଭର ସ୍ତ୍ରୀଲିଙ୍ଗ  Feminine of Agnigarbha.

  2. (ସଂ.ବି.) - [ ଉଦ୍ଭିଦ ବିଜ୍ଞାନ ] ମହା ଜ୍ୟୋତିଷ୍ମତୀ (ଲତା ବିଶେଷ)  [botany] Cardiospermum Helicacabum.

  3. (ଅଗ୍ନିପରି ଜାହାର ଆଖି) - ଦୁର୍ଗା Goddess durga