Back

ଅଗ୍ନିଗୃହ


  1. Agnigṛuha (ସଂ.ବି.) ଅଗ୍ନିଶାଳା; ଯେଉଁ ଗୃହରେ ଯଜ୍ଞାଗ୍ନି ରକ୍ଷିତ ହୁଏ A room in which the sacrificial fire is maintained.

  2. (ସଂ.ବି.)ବାଷ୍ପୀୟ କଳ, କାରଖାନା ଆଦିର ଯେଉଁ କୋଠରୀରେ ନିଆଁ ଜଳାଯାଏ Fire-chamber of a steam engine