Back

ଅଗ୍ନିଚିତ୍‌

Also : [ ଅଗ୍ନ୍ୟାଧାନ 




  1. Agnichit (ସଂ.ବି.) -  (ଯେ ଅଗ୍ନି ଚୟନ କରେ) - ସାଗ୍ନିକ ବ୍ରାହ୍ମଣ; ଅଗ୍ନିହୋତ୍ରୀ; ଯେଉଁ ବ୍ରାହ୍ମଣ ବେଦୋକ୍ତ ବିଧିରେ ଘରେ ତ୍ର୍ୟଗ୍ନି ବା ପଞ୍ଚଗ୍ନି ସ୍ଥାପନ କରି ପ୍ରତିଦିନ ହୋମ କରନ୍ତି A Brahmaṇa who performs the Vedic sacrifice daily.