Back

ଅଗ୍ନିଜାତ

Also : [ ଅଗ୍ନିଜ




  1. Agnija (ସଂ.ବିଣ.) ଯାହା ଅଗ୍ନି ଜନ୍ମାଏ Producing fire.

  2. ଯାହା ଅଗ୍ନି ଉଦ୍ଦୀପନ କରେ Igniting fire.

  3. ଯାହାଦ୍ୱାରା ଜଠରାଗ୍ନି ପ୍ରବଳ ହୁଏ Increasing digestive power.

  4. ଅଗ୍ନିରୁ ଜାତ Born of fire.

  5. (ସଂ.ବି.)ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.

  6.  କାର୍ତ୍ତିକେୟ The Deity Kārtikeya.

  7. ସ୍ୱର୍ଣ୍ଣ; ସୁନା Gold.