Back

ଅଗ୍ନିଜାର


  1. Agnijāra (ସଂ.ବି.)(ଏହା ଜଠରାଗ୍ନି ବା ଜୀର୍ଣ୍ଣଶକ୍ତିକୁ ବୃଦ୍ଧି କରିବାରୁ)  ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.

     [ ଦ୍ର ] ଏହା ପଶ୍ଚିମ ସମୁଦ୍ରରୁ ମିଳେ। ଏହା କଟୁ; ଉଷ୍ଣବୀର୍ଯ୍ୟ; ଲଘୁପାକ; ପିଚ୍ଛଳ; ପିତ୍ତବର୍ଦ୍ଧକ ଏବଂ କଫ, ବାତ, ସନ୍ନିପାତ, ଶୂଳ ଓ ଅତିଶୂଳନାଶକ। ଏହାର ଅନ୍ୟ ସଂସ୍କୃତ ନାମ - ଅଗ୍ନିନିର୍ଯ୍ୟାସ; ଅଗ୍ନିଗର୍ଭ; ଅଗ୍ନିଜ; ଅଗ୍ନିଜାତ; ବଡ଼ବାଗ୍ନିମଳ; ଜ୍ୱରାୟୁ; ଅର୍ଣ୍ଣବୋଦ୍ଭବ; ଅଗ୍ନିଜାଳ; ସିନ୍ଧୁଫଳ।]