Back

ଅଗ୍ନିତ୍ରୟ


  1. Agnitraya (ସଂ.ବି.) - ଗାର୍ହସ୍ପତ୍ୟ; ଆହବନୀୟ ଓ ଦାକ୍ଷିଣ୍ୟ ନାମକ ତିନି ଗୋଟି ଯଜ୍ଞାଗ୍ନି (ସାଗ୍ନିକମାନେ ଗୃହରେ ଏହି ତିନି ଅଗ୍ନିକୁ ରକ୍ଷା କରନ୍ତି) The three sacrificial fires maintained according to vedic rites at the home of a Sāgnika Brahmaṇa.