Back

ଅଗ୍ନିଦ


  1. Agnida  (ସଂ.ବିଣ.) ଅଗ୍ନିଦାତା; ଯେ ମୃତବ୍ୟକ୍ତିର ଶବଦାହ ସମୟରେ ଶବ ଦେହରେ ମୁଖାଗ୍ନି ସଂଯୋଗ କରେ (a person) Igniting the fire at the cremation of a deceased.

  2. ଘରପୋଡ଼ିଆ; ଯେ ଘରେ ନିଆଁ ଲଗାଏ Incendiary; setting fire to houses.



 [ ଦ୍ର ] ଶାସ୍ତ୍ର ଅନୁସାରେ ୬ ଜଣ ଆତତାୟୀ ମଧ୍ୟରୁ ଅଗ୍ନିଦ ଏକତମ। ଆତତାୟୀକୁ ଦେଖିଲା ମାତ୍ରକେ ବିନା ବିଚାରରେ ବଧ କରିବା ଶାସ୍ତ୍ରାନୁମୋଦିତ।




  • ଅଗ୍ନିଦା (ସ୍ତ୍ରୀ)