Back

ଅଗ୍ନିଦଗ୍ଧ


  1. Agnidagdha (ସଂ.ବିଣ.) ନିଆଁରେ ପୋଡ଼ା ଯାଇଥିବା Burnt by fire; fireburnt.

  2. ଶାସ୍ତ୍ରବିଧି ଅନୁସାରେ ଚିତାଗ୍ନିଦ୍ୱାରା ଯାହାର ଶବ ଦଗ୍ଧ କରା ଯାଇଅଛି  Cremated according to due rites.

  3. (ସଂ.ବି.)ପିତୃଲୋକେ; ମୃତ ପୂର୍ବପୁରୁଷଗଣ (ଏମାନଙ୍କ ଶବ ଅଗ୍ନିଦ୍ୱାରା ଦଗ୍ଧ ହୋଇ ଥିବାରୁ)  One's deceased ancestors.

  4. ପୋଡ଼ା ଘା; ଅଗ୍ନି ଦ୍ୱାରା ଦଗ୍ଧ ବ୍ୟକ୍ତିର ଦେହରେ ହୋଇ ଥିବା କ୍ଷତ  A burn; sore caused by burning.




  • ଅଗ୍ନିଦଗ୍ଧା (ସ୍ତ୍ରୀ)