Back

ଅଗ୍ନିପରୀକ୍ଷା

Also : [ ଅଗ୍ନିମାଣ୍ଡୁ ] 




  1. Agniparīkshā (ସଂ.ବି.) - ଅଭିଯୁକ୍ତ ବ୍ୟକ୍ତିକୁ ନିଆଁରେ ପ୍ରବେଶ କରାଇ ତାହାର ଶୁଦ୍ଧତା ବା ଅଶୁଦ୍ଧତା ନିର୍ଣ୍ଣୟ କରିବା ପ୍ରକ୍ରିୟା Ordeal by fire.

  2.  ଅଗ୍ନିମାଣ୍ଡୁ ପରି ଭୟଙ୍କର ପରୀକ୍ଷା A fiery or severe test.



     [ ଦ୍ର ] ନିର୍ଦୋଶ ବା ବିଶୁଦ୍ଧତା ପ୍ରମାଣିତ ପାଇଁ କେହି ଜଳନ୍ତା ନିଆଁରେ ପଶିଯାଇ ଯେବେ ତହିଁରୁ ବର୍ତ୍ତି ଆସେ, ତେବେ ସେ ନିର୍ଦ୍ଦୋଷ ଓ ଯେବେ କ୍ଷତ ହୁଏ ବା ପୋଡ଼ିଯାଏ ତେବେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଉଥିଲା। ସୀତା ଲଙ୍କାର ଅଶୋକବନରୁ ମୁକ୍ତ ହେବା ପରେ ଅଗ୍ନିପରୀକ୍ଷା ଦ୍ୱାରା ନିଜର ବିଶୁଦ୍ଧତା ପ୍ରମାଣିତ କରିଥିଲେ ଓ ଅଗ୍ନିପରୀକ୍ଷା ପରେ ଶ୍ରୀରାମ ତାଙ୍କୁ ଗ୍ରହଣ କରି ଲଙ୍କାରୁ ଅଯୋଧ୍ୟାକୁ ସଙ୍ଗରେ ଆଣିଥିଲେ।]