Back

ଅଗ୍ନିବର୍ଣ୍ଣ


  1. Agnibarṇṇa (ସଂ.ବି.)ନିଆଁର ରଙ୍ଗ; ନାଲି ଓ ହଳଦିଆ ମିଶା ରଙ୍ଗ Fieryred; colour of fire.

  2. (ସଂ.ବିଣ.) - ଯାହାର ରଙ୍ଗ ଅଗ୍ନିପରି ହଳଦିଆ ମିଶା ନାଲି Of fiery colour; reddish yellow.

  3. (ସଂ.ବି.) - (ନାମ) ସୂର୍ଯ୍ୟବଂଶୀୟ ରାଜା ସୁଦର୍ଶନଙ୍କ ପୁତ୍ର name of a prince; son of king Sudarṡana

  4. ସୂର୍ଯ୍ୟବଂଶୀୟ କୁଶ ରାଜାଙ୍କ ପୁତ୍ର ଓ ରାମଙ୍କ ପୌତ୍ର Name of a grandson of King Rama.