Back

ଅଂଶପ୍ରାର୍ଥୀ


  1.  Aṁṡaprārthī (ଅଂଶପ୍ରାର୍ଥିନୀ—ସ୍ତ୍ରୀ) (ସଂ. ବିଣ.) ଯେଉଁ ବ୍ୟକ୍ତି କୌଣସି ବସ୍ତୁର ଅଂଶ ବା ଭାଗ ପାଇବାକୁ ପ୍ରାର୍ଥନା କରେ Praying for a share in a property.