Back

ଅଗ୍ନିବେଶ୍ୟ


  1. Agnineṡya (ସଂ.ବି.) ଧନୁର୍ବିଦ୍ୟାବିଶାରଦ ଅଗ୍ନିଙ୍କ ପୁତ୍ର; ଜନୈକ ଉପଦେଶକ ଗୁରୁ (ମହାଭାରତ)  Name of a teacher or Āchārj̄ya.

  2. ଦ୍ୱାବିଂଶ ମୁହୂର୍ତ୍ତର ନାମ (ସୂର୍ଯ୍ୟପୁରାଣ) Name of the twenty-second muhūrtta.