Back

ଅଂଶବଂଶ


  1. Aṁṡabaṁṡa [synonym(s):  (ଦେ.ବି.) କୌଣସି ବ୍ୟକ୍ତିର ସଗୋତ୍ର ଓ ଅସଗୋତ୍ର ବଂଶଧରଗଣ All the descendants of a person, both lineal and collateral. 

  2. କୌଣସି ବ୍ୟକ୍ତିର କୌଣସି ବଂଶଧର Any lineal descendant of a person. 

  3. କୌଣସି ବିଷୟର ଚିହ୍ନ ମାତ୍ର Any trace left of any matter.