Back

ଅଗ୍ନିଭୂତି


  1. Agnibhūti (ସଂ.ବି.)ଅଗ୍ନିସଂଭୂତ ବସ୍ତୁ A thing produced from fire.

  2. ସ୍ୱର୍ଣ୍ଣ Gold.

  3. (ନାମ) ବୌଦ୍ଧଗୁରୁ ଶେଷ ତୀର୍ଥଙ୍କରଙ୍କ ୧୧ ଜଣ ପ୍ରଧାନ ଶିଷ୍ୟ ବା ଗଣଧର ମଧ୍ୟରୁ ଏକତମ  Name of one of the eleven chief pupils of the last Tīrthakara.