Back

ଅଗ୍ନିସ୍ତମ୍ଭ

Also : [ ଅଗ୍ନିସ୍ତମ୍ଭନ ]




  1. Agnistambha (ସଂ.ବି.)ଦ୍ରବ୍ୟଗୁଣ ବା ମନ୍ତ୍ର ପ୍ରୟୋଗ ବା ଯୌଗିକ କ୍ରିୟା ଦ୍ୱାରା ଅଗ୍ନିର ଦାହିକା ଶକ୍ତି - ରହିତ କରଣ The magical quenching of fire; the assuagement of the burning qualities of fire by the application of herbs or mystric formulae.



 [ ଦ୍ର ] ଅଗ୍ନିସ୍ତମ୍ଭ ସାଧନ କରିଥିବା ବ୍ୟକ୍ତି ଅନାୟାସରେ ନିଆଁ ଉପରେ ଚାଲିଯାଏ ଓ ତା ଗୋଡ଼ରେ ଫୋଟକା ହୁଏ ନାହିଁ। କୌଣସିଠାରେ ନିଆଁ ଲାଗିଲେ ଯୌଗିକ କାର୍ଯ୍ୟ ବା ମନ୍ତ୍ର ପ୍ରୟୋଗଦ୍ୱାରା ଅଧିକ ଦୂର ବିସ୍ତାର ନ କରି ଲିଭି ଯାଏ।