Back

ଅଗ୍ନିହୋତ୍ର


  1. Agnihotra (ସଂ.ବି.) ସାଗ୍ନିକ ବ୍ରାହ୍ମଣଙ୍କର ପ୍ରତିଦିନ କୃତ୍ୟ ହୋମ Daily fire sacrifice practised by a Brahmaṇa who maintains the Vedic fire. (ଏହି ହୋମ ଦୁଇ ପ୍ରକାରର ନିତ୍ୟ ଓ କାମ୍ୟ)

  2. ଯଜ୍ଞାଗ୍ନି The sacrificial fire.

  3. (ଅଗ୍ନିରେ ଯାହା ଆହୁତି ଦିଆଯାଏ) ଘୃତ; ଘିଅ Ghee, clarified butter.