Back

ଅଗ୍ରକର


  1. Agrakara (ସଂ.ବି.) କରାଗ୍ର, ଆଙ୍ଗୁଠି  Forepart of the hand; finger.

  2. (କର୍ମଧା) - ପ୍ରଥମ କିରଣ, କଅଁଳ ଖରା First ray.