Back

ଅଂଶା


  1. Aṁṡā [synonym(s): ଦେ. ବି. (ସଂ. ଅଂଶୁ) ତାଳ, ନଡ଼ିଆ, ଗୁଆ ଆଦି ଗଛର ବକଳରେ ବା ଭିତରେ ଥିବା କର୍କଶ ସୂକ୍ଷ୍ମ ତନ୍ତୁ Fibre.

  2. ସୂତ୍ରାଦିର ସୂକ୍ଷ୍ମ ଲମ୍ବ ଅଂଶ Textile fibre. 

  3. (ସଂ. ଅସ୍ର=କୋଣ)—କୋଣବିଶିଷ୍ଟ।  Angular.