Back

ଅଗ୍ରଜନ୍ମା


  1. Agrajanmā (ସଂ.ବିଣ.)ଯେ ପୂର୍ବରୁ ଜନ୍ମି ଥାଏ; ପ୍ରଥମୋତ୍ପନ୍ନ First born; born earlier.

  2. ଜ୍ୟେଷ୍ଠ Elder.

  3. ଜ୍ୟେଷ୍ଠ ଭ୍ରାତା; ବଡ଼ ଭାଇ Elder brother.

  4. (ସଂ.ବି.) ବ୍ରାହ୍ମଣ A Brāhmaṇa.

  5. ବ୍ରହ୍ମା (ସୃଷ୍ଟି ଆଦ୍ୟରୁ ଜାତ ହୋଇଥିବାରୁ) Brahmā.

  6. ବ୍ରାହ୍ମଣ (ଚତୁର୍ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ପ୍ରଥମେ ବ୍ରହ୍ମାଙ୍କ ମୁଖରୁ ଜାତ ହୋଇଥିବାରୁ) A Brāhmaṇa.