Back

ଅଗ୍ରଣୀ


  1. Agraṇī (ସଂ.ବିଣ.) ଆଗୁଆ  Leading; foremost.

  2. ସର୍ବୋତ୍ତମ Best of all.

  3. ପ୍ରଥମ First.

  4. ଶ୍ରେଷ୍ଠ; ପ୍ରଧାନ Chief.

  5. ସର୍ବାପେକ୍ଷା ଦକ୍ଷ ବା ଚତୁର Most skilful of all.

  6. (ସଂ.ବି.)ଅଧ୍ୟକ୍ଷ The head.

  7. ସେନାପତି Commander; captain.

  8. ନେତା; ନାୟକ Leader.

  9. ଦଳର ଅଧିପତି The head of a body.

  10. ଅଗ୍ନି Fire.

  11. ବିଷ୍ଣୁଙ୍କର ଗୋଟିଏ ନାମ One of the names of Bishṇu.