Back

ଅଗ୍ରତଃସର

Also : [ ଅଗ୍ରତସର ] 




  1. Agrataḥsara (ସଂ.ବିଣ.) ଅଗ୍ରସର Advancing. 

  2. ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.

  3. ସର୍ବୋତ୍ତମ Best.




  • ଅଗ୍ରତଃସରା (ସ୍ତ୍ରୀ)