Back

ଅଗ୍ରଦିଧିଷୁ

Also : [ ଅଗ୍ରେଦିଧିଷୁ, ଅଗ୍ରେଦଧିଷୁ ] 




  1. Agradidhishu (ସଂ.ବି.) - (ଦୁଇଥର ବିବାହିତା ସ୍ତ୍ରୀ) - ଯେଉଁ ପୁରୁଷ ପୂର୍ବେ ଥରେ ବିବାହ କରି ବିଧବା ହୋଇଥିବା ସ୍ତ୍ରୀକୁ ବିବାହ କରେ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ଥର ବିବାହିତା ସ୍ତ୍ରୀର ସ୍ୱାମୀ A man who at his first marriage takes a wife that was married before; the husband of a remarried widow.

  2. (ସଂ.ବି.)ବଡ଼ ଭଉଣୀ ବିବାହ ନ କରୁଣୁ ବିବାହ କରିବା ସାନ ଭଉଣୀ A girl who gets married before her elder sister.

  3. (ସଂ.ବି.) ପୁନର୍ବିବାହିତା ବିଧବା A remarried widow.



     [ ଦ୍ର ] ବଡ଼ ଭାଇ ବିବାହ ନ କରୁଣୁ ବିବାହ କରିବା ସାନ ଭାଇକୁ 'ପରିବେତ୍ତା' ବୋଲାଯାଏ।