Back

ଅଂଶାଂଶ


  1. Amṡāṁṡa (ସଂ. ବି.) - କୌଣସି ବସ୍ତୁର ଭାଗ କରାଯାଇଥିବା ମୌଳିକ ଅଂଶର ଅଂଶ। 1. Subdivision; part of a part. 

  2. (ଦ୍ୱନ୍ଦ୍ୱ) ପୃଥକ୍ ପୃଥକ୍ ଅଂଶମାନ; ସ୍ୱତନ୍ତ୍ର ଅଂଶମାନ; ଭିନ୍ନ ଭିନ୍ନ ଭାଗ। Distinct shares; separate parts.