Back

ଅଗ୍ରଦୂତ


  1. Agradūta (ସଂ.ବି.)  କୌଣସି କର୍ମରେ ବା ଆନ୍ଦୋଳନରେ ଅଗ୍ରଗାମୀ ବ୍ୟକ୍ତି A pioneer in an undertaking.

  2. ରାଜା ଆଦି ଆସି ପହଞ୍ଚିବା ପୂର୍ବରୁ ପ୍ରେରିତ ଦୂତ A messenger who is sent ahead of a great personage.