Back

ଅଗ୍ରଭୂ


  1. Agrabhū (ସଂ.ବିଣ.) -  ଯେ ପୂର୍ବରୁ ଜନ୍ମି ଥାଏ; ପ୍ରଥମୋତ୍ପନ୍ନ First born; born earlier.

  2. ଜ୍ୟେଷ୍ଠ Elder.

  3. (ସଂ.ବି.) ଜ୍ୟେଷ୍ଠ ଭ୍ରାତା; ବଡ଼ ଭାଇ Elder brother.

  4. ବ୍ରାହ୍ମଣ (ଚତୁର୍ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ପ୍ରଥମେ ବ୍ରହ୍ମାଙ୍କ ମୁଖରୁ ଜାତ ହୋଇଥିବାରୁ) A Brāhmaṇa.

  5. ଆଗରେ ଅବସ୍ଥିତ; ସମ୍ମୁଖରେ ଅବସ୍ଥିତ Situate in front.

  6. ପ୍ରଥମେ ଅବସ୍ଥିତ Situated first of all.

  7. ଅଗ୍ରସର Advancing.