Back

ଅଗ୍ରଭୋଜନ

Category : [ Food ]




  1. Agrabhojana (ସଂ.ବି.) ପରିବାରର ଅନ୍ୟ ବ୍ୟକ୍ତିମାନଙ୍କ ଓ ଅତିଥି ମାନଙ୍କ ଭୋଜନ ପୂର୍ବରୁ ଭୋଜନ The taking of meal by a person before others are fed.

  2. ଜାତିଭାଇମାନେ ପଂକ୍ତିଭୋଜନ କରିବା ପୂର୍ବରୁ ବିଶିଷ୍ଟ ବ୍ୟକ୍ତିଙ୍କର ଭୋଜନ The taking of meal by a distinguished person before other caste-men sit at meal.



 [ ଦ୍ର ] ନବବିବାହିତା ସ୍ତ୍ରୀ, କୁମାରୀ, ରୋଗୀ, ଗର୍ଭବତୀ ଏମାନେ ଗୃହକୁ ଆସିଲେ ଅତିଥିଙ୍କ ଆଗରୁ ଏମାନଙ୍କୁ ଭୋଜନ କରିବାକୁ ଦେବା ଏବଂ ଦେବତା, ଋଷି, ବିପ୍ର, ଅତିଥି, ଜ୍ଞାତି ଓ ଭୃତ୍ୟମାନେ ଗୃହସ୍ଥ ଖାଇବା ପୂର୍ବରୁ ଭୋଜନ କରିବା ଶାସ୍ତ୍ରବିଦିତ।