Back

ଅଗ୍ରମନ୍ଦିରା


  1. Agramandirā (ସଂ.ବି.) - (ଉପରି ଭାଗରେ ମନ୍ଦିର ଅଛି ଯାହାର)  ଭାରତରେ ପ୍ରାଚୀନ କାଳରେ ବ୍ୟବହୃତ ଏକ ପ୍ରକାର ଅର୍ଣ୍ଣବ ପୋତ A kind of ship having a cabin in the upper deck used in ancient India.