Back

ଅଗ୍ରମାଂସ


  1. Agramāṁsa (ସଂ.ବି.)ବକ୍ଷସ୍ଥଳମଧ୍ୟସ୍ଥ ଗୋଲାକାର ମାଂସଖଣ୍ଡ; କଲିଜା; ଫୁଲୁବୁକୁ; ଯକୃତ୍ The liver.

  2. ମେଦୋବୃଦ୍ଧି ରୋଗ  Plethora.

  3. ଯକୃତ୍ବୃଦ୍ଧି ରୋଗ A morbid protuberance of the liver.