Back

ଅଗ୍ରସର ହେବା


  1. Agrasara hebā  (ଦେ.କ୍ରି.) ଅଗୁଁସାର ହେବା, ଆଗକୁ ଯିବା To advance.

  2. ଆଗେ ଆଗେ ଯିବା To lead; to go at the head.

  3. କୌଣସି ବ୍ୟକ୍ତି ଯିବା ପୂର୍ବରୁ ଯିବା To go in advance.

  4. ଉତ୍ସାହ ସହିତ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବା To prosecute or undertake a work with vigour.

  5. କୌଣସି କାର୍ଯ୍ୟରେ ଉଦ୍ଯୋଗ କରିବା; ଲାଗିବା To vigilantly pursue a work.

  6. (କୌଣସି କାର୍ଯ୍ୟ) କିଛିଦୂର ପର୍ଯ୍ୟନ୍ତ ସମ୍ପାଦିତ ହେବା (a work) To make some progress; to progress