Back

ଅଗ୍ରହାୟଣ


  1. Agrahāyaṇa (ସଂ.ବି.) -  ହେମନ୍ତର ପ୍ରଥମ ମାସ; ମାର୍ଗଶିର ମାସ The month of Mārgaṡira.



 [ ଦ୍ର ] ପୂର୍ବେ ମାର୍ଗଶିର ମାସରୁ ବର୍ଷ ଗଣନା ଆରମ୍ଭ ହେଉଥିଲା; ଫଳିତ ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚସ୍ୱରା ଆଦିରେ ମନୁଷ୍ୟର ଜନ୍ମ ବର୍ଷ କାର୍ତ୍ତିକ ମାସର ଶେଷ ୬ ଦିନ ଅର୍ଥାତ୍ ମାର୍ଗଶିର ମାସ ଆରମ୍ଭରୁ ଗଣାଯାଏ। ଓଡ଼ିଶାର ବାରମାସୀ ଗୀତରେ ମଧ୍ୟ 'ଆଦ୍ୟ ମଗୁଶିର ମାସରେ ଶୀତ' ପ୍ରଥମ ପଦ।