Back

ଅଗ୍ରହାର


  1. Agrahāra (ସଂ.ବି.)ରାଜାଙ୍କଦ୍ୱାରା ବ୍ରାହ୍ମଣଙ୍କୁ ଭୂମି ଦାନ A gift of land by a king to a Brāhmaṇa.

  2. ବ୍ରହ୍ମୋତ୍ତର ଲାଖରାଜ୍; ବ୍ରାହ୍ମଣଙ୍କୁ ରାଜାଙ୍କଦ୍ୱାରା ନିଷ୍କର ରୂପେ ଦିଆଯିବା ଭୂମି  land given revenue free by a king to a Brāhmaṇa.