Back

ଅଗ୍ରାଂଶ


  1. Agrāṁṡa (ସଂ.ବି.) କୌଣସି ପଦାର୍ଥରୁ ପ୍ରଥମେ କଢ଼ାଯିବା ଅଂଶ  The first portion taken of a thing.

  2. ଚନ୍ଦ୍ରଙ୍କର ଯେଉଁ ଅଂଶ ପୃଥିବୀକୁ ସାଧାରଣତଃ ଦେଖାପଡ଼େ ନାହିଁ (କିନ୍ତୁ ଚନ୍ଦ୍ରଙ୍କ ଅନିୟମିତ ଗତି ଯୋଗୁଁ ଯାହା ସମୟ ସମୟରେ ପୃଥିବୀକୁ ଦେଖାଯାଏ)  That portion of the moon which is not ordinarily visible to the earth; that part of the moon which remains away from the earth.