Back

ଅଗ୍ରାହ୍ୟ

Also : [ (ଗ୍ରାମୀଣ) ଅଗ୍ରାହିଜ, ଅଗ୍ରାହିସ୍ୟ ] 




  1. Agrāhya  (ସଂ.ବିଣ.) ଗ୍ରହଣର ଅଯୋଗ୍ୟ; ଗୃହୀତ ହେବାର ଅନୁପଯୁକ୍ତ Unacceptable; unfit for acceptance.

  2. ଯାହା ଗ୍ରହଣ କରିବା ନିଷିଦ୍ଧ  Prohibited to be accepted.

  3. (ଦେ.ବିଣ.) - (କଚିରିଆ) ବି ଅଗୃହୀତ Unaccepted.

  4. ନାମଞ୍ଜୁର Rejected.

  5. ଅନାଦୃତ  Disregarded.

  6. ହେୟ; ତୁଚ୍ଛ Dispicable; despised.




  • ଅଗ୍ରାହ୍ୟା (ସ୍ତ୍ରୀ)