Back

ଅଗ୍ରିମ

Also : [ (ଗ୍ରା.) ଅଗ୍ରିୟ, ଅଗ୍ରୀୟ ] 




  1. Agrima (ସଂ.ବିଣ.)ପୂର୍ବଜାତ; ଅଗ୍ରଜ; ଜ୍ୟେଷ୍ଠ Born before; first born; elder.

  2. ପ୍ରଥମ First; foremost.

  3. ଶ୍ରେଷ୍ଠ; ପ୍ରଧାନ Chief; principal.

  4. ଆଗତୁରା ଦେୟ Payable in advance.

  5. ପୂର୍ବବର୍ତ୍ତୀ Preceding; prior.

  6. ସମ୍ମୁଖବର୍ତ୍ତୀ Situate in front.

  7. ଯାହା ସମସ୍ତଙ୍କ ଆଗକୁ ବଳି ଯାଇଅଛି  Furthest advanced.

  8. ପୁସ୍ତକରେ ଯାହା ଏଥି ପରେ ଲେଖା ଅଛି  Occurring furthest on or below (in a book)  




  • ଅଗ୍ରିମା (ସ୍ତ୍ରୀ)

  • ଅଗ୍ରିୟା (ସ୍ତ୍ରୀ)