Back

ଅଗ୍ରେ


  1. Agre (ସଂ.ବିଣ.)ଆଗେ; ପୂର୍ବକାଳରେ Formerly; previously.

  2. ସମ୍ମୁଖରେ; ସାମନାରେ; ଆଗରେ In front.

  3. ସର୍ବାଦୌ; ସଭା ଆଗରେ; ସର୍ବପ୍ରଥମେ At first.

  4. ଆରମ୍ଭରେ  In the beginning.