Back

ଅଗ୍ର୍ୟ


  1. Agrya (ସଂ.ବିଣ.) ଆଦ୍ୟ Foremost.  

  2. ପ୍ରଥମ  First.

  3. ପ୍ରଧାନ; ଶ୍ରେଷ୍ଠ Chief; principal.

  4. ସର୍ବୋତ୍ତମ Best; excellent.

  5. (ସଂ.ବି.) - ବଡ଼ ଭାଇ Elder brother.




  • ଅଗ୍ର୍ୟା (ସ୍ତ୍ରୀ)